
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୪/୩ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ବିଦ୍ୟୁତ ବିତରଣ କ୍ଷେତ୍ରରେ ସଂସ୍କାର ପାଇଁ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ଵ ଦେଉଛି। ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ପ୍ରଦାନ ତଥା ଆବଶ୍ୟକ ସେବା ପ୍ରଣାଳୀକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଟିପିଏନଓଡିଏଲ ପକ୍ଷରୁ ଗ୍ରାମ ପଞ୍ଚାୟତଗୁଡିକୁ ଆଦର୍ଶ ଗ୍ରାମ ପଞ୍ଚାୟତ (ମଡେଲ Continue Reading