ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ ,୬/୧୨: ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମିଳିତ ଉଦ୍ୟମ ରେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମ ରେ ଗରିବ ହିତାଧିକାରୀ ଙ୍କ ନିମନ୍ତେ ରାସନ ସାମଗ୍ରୀ, କେଉଁଠି ଡିଲର ମାଧ୍ୟମ ରେ ଦିଆଯାଉଛି ତ କେଉଁଠି ପଞ୍ଚାୟତ ମାଧ୍ୟମ ରେ ଦିଆଯାଉଛି ।ପଞ୍ଚାୟତ ରେ ଦ୍ୟାୁତ୍ୱ ରେ ଥିବା ଅଧିକାରୀ ରାସନ ବାଣ୍ଟିବାକୁ ନେଇ ଥିବା ବେଳେ ରାତି ଅଧିଆ ଚୋରା ରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବିକ୍ରି […]Continue Reading
ବିଶ୍ୱ ଭୂଷଶଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୬/୧୨ :ପାଗଳ ବେଶରେ ରହି ନୟାଗଡ଼ ସହରରେ ସିରିଜି ଲୁଟ ଚଲେଇଥିବା ଜଣେ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ଯୋଡ଼ା ଅଞ୍ଚଳର ଛାମୁ ମହନ୍ତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ନୟାଗଡ଼ ସହରରେ ପାଗଳ ବେଶରେ ରହି ଆସୁଥିଲା ଅଭିଯୁକ୍ତ ।ଦିନ ବେଳେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ରାତି ସମୟରେ ସେ ଘରର ତାଲା ଭାଙ୍ଗି […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୪/୧୨: ନୂଆଗାଁ-ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହ ପଲ୍ଲିସଭା ମାଧ୍ୟମ ରେ ଲୋକ ଙ୍କ ମତ ଉପସ୍ଥାପନା କରନ୍ତି । ପୁଣି ସ୍ଥାନୀୟ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟା ନିର୍ବାଚନ ସମୟ […]Continue Reading
ବିଶ୍ୱ ଭୂଷଣ ମହମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୧/୧୨ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହିତ ପଲ୍ଲୀସଭା ମାଧ୍ୟମରେ ଲୋକଙ୍କ ମତ ଉପସ୍ଥାପନା କରନ୍ତି ।ପୁଣି ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ମଧ୍ୟ ନିର୍ବାଚନ ସମୟରେ ବିଭିନ୍ନ ମିଠା ମିଠା କଥାକହି ଭୋଟ ହାତେଇବା Continue Reading
ବିଶ୍ୱଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୩୦/୧୧: ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ସୌଦାମିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେମୁଖ୍ୟ ଅତିଥ୍ ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଓଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଦିତ୍ୟ କୁମାର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ, ୨୬/୧୧: ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକମାଳିସାହି ପଞ୍ଚାୟତ ର ଭାଗ୍ୟ । ଖଟ ଖାଇ ଖଟୁଳିକୁ ଦେଲେ ନାହିଁ ବାଦ । ଦିନ ଦୁଇ ପହର ରେ ସରକାରୀ ଅର୍ଥ ହେଉଛି ଆତ୍ମସାଥ ।ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ବି ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ପଞ୍ଚାୟତ ର ଯନ୍ତ୍ରୀ । କାହା ଇଙ୍ଗିତ ରେ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ ,୨୬/୧୧: ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ । ଅସହାୟ ଗରିବ ଗୁରୁବା ଲୋକଙ୍କ ଚିତ୍କାର ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି ।ପ୍ରତିବର୍ଷ ନୂଆଗାଁ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗର ଅସଲ ମୁଖା ଖୋଲୁଥିବା ସହ ଲୋକପ୍ରତିନିଧି ମାନେ ନିଜ ପନ୍ଚାୟତବାସୀଙ୍କ ପାଇଁ କେତେ ସମସ୍ୟା ଦୂର କରି ପାରୁଛନ୍ତି ତାହାର ପ୍ରତିଛବି Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬/୧୧: ନୟାଗଡ଼ ଟାଉନ ଥାନା ପୋଲିସ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣାସହର ରଥଗଡ଼ା ସାହିର ସାଗର ଓରଫ ସିଦ୍ଧାର୍ଥ ପାଣିଗ୍ରାହୀ (୨୪), ନବଘନପୁର ଗ୍ରାମର ସିଲୁ ଓରଫ ଆଶୁତୋଷ କର(୨୨), ନୟାଗଡ଼ ପୁରୁଣାସହର ମଙ୍ଗଳାସାହିର ସିଦ୍ଧୁ ଓରଫ ମନୋରଞ୍ଜନ ଦାସ (୨୮) ସେମାନଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୫/୧୧: ନୟାଗଡ଼ ବ୍ଲକର ଅଧିକାଂସ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିର୍ନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ ।ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୨୩/୧୧: କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଙ୍କୁ ଭୟାନକ ରାଗିଙ୍ଗ ଘଟଣା ସାରା ରାଜ୍ୟ ରେ ଚହଳ ସୃଷ୍ଟି କରି ଅଭିଯୁକ୍ତ କୋର୍ଟ ଫରୱାର୍ଡ ହେଇଥିବା ବେଳେ ପୁଣି ଆଜି ନୟାଗଡ଼ ଜିଲ୍ଲା ର ଏକ କଲେଜ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିବା ଭିଡିଓ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।ମିଳିଥିବା ଖବର ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି […]Continue Reading