ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼ ,୨୮/୧୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ୨୨ଗୋଟି ପଞ୍ଚାୟତ ରେ ଅଗ୍ରାଧିକାର ଭିତିରେ ମନରେଗା କାର୍ଯ୍ୟ କରାଯାଉଛି । ତେବେ କେଉଁଠି ପୋଖରୀ ଖୋଳାଯାଉଛି ତ କେଉଁଠି ରାସ୍ତା ହେଉଛି, ବୃକ୍ଷରୋପଣ, ପାଚେରୀ, ପାଇଖାନା ଇତ୍ୟାଦି କାର୍ୟ୍ୟ କରାଯାଉଛି ।ହେଲେ ପ୍ରାୟ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି ଜ୍ଝଗରିବ ଲୋକଙ୍କୁ କାର୍ଯ୍ୟ ଯୋଗେଇ ଦେବା ଲକ୍ଷ୍ୟ ରେ ରାଜ୍ୟ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୭/୧୨: ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ୟାଳୟ ମାନଙ୍କରେ କୌଣସି ବ୍ୟବସ୍ଥା ହୋଇ ନାହିଁ।ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୩/୧୨: ନୟାଗଡ଼ ବ୍ଳକର ୫ମ ଓ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି ।ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣଯାକ ଛାତ୍ରଛାତ୍ରୀ ନୟାଗଡ଼ ବ୍ଳକରେ ମେରିଟ୍ Continue Reading
ବିଶ୍ୱ ଭୂଷଣ ମହାମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୨୨/୧୨ : ନୟାଗଡ଼ ଜିଲ୍ଲା,ନୂଆଗାଁ ବ୍ଲକ କୃଷି ବିଭାଗ ରେ ବିଗତ ଦିନରେ ଚାଷୀଙ୍କୁ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଗଣମାଧ୍ୟମ ରେ ପ୍ରସାରିତ ହୋଇଥିବା ବେଳେ ଏବେ ମୁଗ ବିହନ ବଣ୍ଟନ ରେ ପ୍ରକୃତ ଚାଷୀଙ୍କୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି।ଚାଷୀଙ୍କୁ ମୁଗ ବିହନ ବଣ୍ଟନ ଦାୟିତ୍ୱରେ ଥିବା ନୂଆଗାଁ ବ୍ଲକ କୃଷି ବିଭାଗ କର୍ମଚାରୀ ଙ୍କ ପାତର ଅନ୍ତର କରି ପ୍ରକୃତ ଚାଷୀଙ୍କୁ ମୁଗ ବିହନ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ ,୨୦/୧୨ :ନୟାଗଡ ଜିଲ୍ଲା ଇଟାମାଟି ଥାନା ଲାଠିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ। ମୃତକ ଜଣଙ୍କ ଉକ୍ତ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ବଡ଼ ପୁଅ ଅନିରୁଦ୍ଧ ନାୟକ ହୋଇଥିବା ବେଳେ ଜଣେ ସେନା କର୍ମଚାରୀ ମଧ୍ୟ। ସୂଚନାନୁସାରେ ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କୁ ନେଇ ଗୁଳିକାଣ୍ଡ ଘଟିଛି।ଅନିରୁଦ୍ଧଙ୍କ ବ୍ୟତୀତ ୫ ଜଣ ଆହତ ହୋଇଥିବାର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟ।ଗଡ଼,୧୬/୧୨: ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ।ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୧୨: ନୟାଗଡ ଆଜି ଆଶାକର୍ମୀ ମାନେ ଏକ ବିଶାଳ ଶୋଭା ଯାତ୍ରା ସିନ୍ଦୁରିଆ ଠାରୁ ବାହାରି ତାଙ୍କ ଦାବି ପୁରାଣ ପାଇଁ ନାରାବାଜି ଦେଇ ଜିଲ୍ଲା ପାଳ ଅଫିସ୍ ରେ ପହଞ୍ଚି ମୁଖ୍ୟ ମନ୍ତ୍ରୀ ଉଦ୍ୟସ ରେ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ଓଡ଼ିଶା ଆଶା କର୍ମୀ ମାନେ ତାଙ୍କର ଦରମା ବୃଦ୍ଧି ମାସ କୁ ୧୦୦୦୦ ଟଙ୍କା ପ୍ରତକ ମାସ ର ୧୦ ତାରିଖ ସୁଦ୍ଧା ମାସିକ ବେତନ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୩/୧୨: ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା କ୍ଷ ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ଓ ୨ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ ପୋଡା ହାଡ଼କୁ ନେଇ ପୋଖରୀରେ ଫିଙ୍ଗିଦେଇଥିବା ସୂଚନା । ତେବେ ଏଭଳି ଏକ ବିଭତ୍ସ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ କ୍ଷସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଂଚଳର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟର୍ନୟାଗଡ଼, ୧୧/୧୨- ଅଦ୍ୟ ପୂର୍ବାହ୍ନ ୧୦ଘଟିକା ସମୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡଃ.ଏସ.ମୁରଲୀଧର, ମାନ୍ୟବର ଜଷ୍ଟିସ ଡଃ. ବି. ଆର. ଷଡ଼ଙ୍ଗୀ, ଅଧ୍ୟକ୍ଷ ଗୃହ ନିର୍ମାଣ କମିଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନନ୍ୟାୟାଳୟ, ମାନ୍ୟବର ଜଷ୍ଟିସ ଭି. ନରସିଂହ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ବିଚାର ବିଭାଗୀୟ ପ୍ରଶାସନିକ ନ୍ୟାୟାଧ, ନୟାଗଡ଼ ଜିଲ୍ଲା, ଆଜି ନୟାଗଡ଼ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ/ମମତା ମହାପାତ୍ରଙ୍କ ରିପୋର୍ଟ ନୂଆଗାଁ,୯/୧୨:ନୟାଗଡ଼ ରାଣୀ ପ୍ରତ୍ୟୁଷ୍ୟା ରାଜେଶ୍ୱରି ସିଂ, ରାଜ ପରିବାର ର କୁଳପୁରୋହିତ ଙ୍କ ସହିତ, ମା ବାଉରୀ ଠାକୁରାଣୀ ଙ୍କ ମୂଳପିଠ ରଳବଗଡଠାରେ ବିରାଜିତ ପ୍ରତ୍ୟକ୍ଷ ଦେବୀ ମା ବାଉରୀ ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶ୍ରିବାଦ ଭିକ୍ଷା କରିଛନ୍ତି।ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତ ର ନୂଆଗାଁ ଗ୍ରାମ ନିକଟସ୍ଥ ଶୁଳିଆ ପାହାଡ଼ ପାଦଦେଶରେ Continue Reading