ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୮/୧: ସଡ଼କ ସୁରକ୍ଷା ସଚେତନତା ସପ୍ତାହପାଳନ ଚାଲିରହିଥିବାବେଳେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନାସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧକ୍ଷ ଅଲେଖ ଚନ୍ଦ୍ର ପହି ଯୋଗ ଦେଇଥିଲେ । ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୧: ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂ ଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୪/୧ :ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡା ପଥର ଖଣି ଙ୍କୁ ଅଚାନକ ଚଢ଼ାଉ କରିବାକୁ ଯାଉଥିବା ସମୟ ରେ ଉକ୍ତ ଖଣି କୁ ସୁରକ୍ଷା ଦେବା ପାଇଁ ଯେପରି କେହି ଭିତରକୁ ପ୍ରବେଶ କରି ପରିବେନାହିଁ ଖଣି ର ସମସ୍ତ ରାସ୍ତା ଗୁଡିକୁ ଜେସିବି ରେ ଖୋଳୁଥିବା ସମୟ ରେ ଜେସିବି ଜବତ ।ମିଳିଥିବା ଖବର ଅନୁସାରେ ନୟାଗଡ଼ ତହସିଲ କ୍ରୀଦାଶପୁର ପଞ୍ଚାୟତ ର କୋସ୍କା ଗ୍ରାମ […]Continue Reading
ବିଶ୍ୱ ଭୂଷଣ ମହାମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୪/୧:ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି।ସକାଳ ୦୯ଟା ସମୟରେ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼,୧୦/୧ : ଜିଲ୍ଲାପାଳ ଚାଷୀ ମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି.ଜିଲ୍ଲା ରେ ୧୬୭ ଟି ମଣ୍ଡି ଏବଂ ୧୭ ଜଣ ମିଲରଙ୍କୁ ଧାନ କିଣାରେ ସାମିଲୀ କରିଛନ୍ତି ଏହା ଜିଲ୍ଲାପାଳ ସୂଚନା ଦେଇଛନ୍ତି.ଧାନକିଣା ପ୍ରକ୍ରିୟା ବିଳମ୍ବ ରେ ଚାଲୁଥିବାରୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସମ୍ବଲପୁର ଜିଲ୍ଲାର ୨୦ ଜଣ ସ୍ଵଛଳ ମିଲରଙ୍କୁ ନୟାଗଡ଼ ଜିଲ୍ଲାକୁ ପଠେଇବା ବ୍ୟବସ୍ଥା କରିଛନ୍ତି । କଟଣି ଛଟଣୀ କୌଣସି Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ ,୮/୧: ନୟାଗଡ ପୋଲିସ ପଡିଆ ରେ ଆଜି ନୟାଗଡ଼ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ ବିଧାୟକ ଏକାଦଶ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନେତୃତ୍ୱରେ ଗଠିତ ଟିମକୁ ନେଇ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୬/୧: ନୟାଗଡ ଜିଲ୍ଲା ସମସ୍ତ ନିର୍ବାଚନ ମଣ୍ଡଳୀର ନୟାଗଡ଼ ଜିଲ୍ଲାରେ ଥିବା ଚାରିଗୋଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୧: ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି।ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ Continue Reading
ବିଶ୍ୱ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟର୍ନୟାଗଡ,୩/୨: ଓଡ଼ଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡାଖଣିରେ ଜୋରଦାର ଚଢଉ। ମାଟି ବୋଝେଇ ଟ୍ରକ ସହ ଜେସିବିପାୱାରଟ୍ରିଲର ଓ,ପାଣିପମ୍ପ ଜବତ । ଖଣିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।ନୟାଗଡ ଓଡ଼ଗାଁ ପଥରା ଅଞ୍ଚଳ ରେ ଚାଲିଥିବା ବେଆଇନ ମାଙ୍କଡା ଖଣି ଉପରେ ଓଡଗାଁ ତହସିଲ ପକ୍ଷରୁ ଜୋରଦାର ଚଢଉ। ଜେସିବି,ପାଓ୍ବାରଟିଲର,ପାଣିପମ୍ପ ମାଟି ବୋଝେଇ ଟ୍ରକ,ଜବତ,। ବେଆଇନ ଖଣି ଚଳାଇବା ଅଭିଯୋଗରେ ଦୁଇଜଣଙ୍କ ଉପରେ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୧୨: ହାତକୁହାତ ଯୋଡୋ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ ଅନୁସାରେ ନୟାଗଡ଼ ଜିଲ୍ଲାରେ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସଂଗ୍ରାମୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ Continue Reading