ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୩୦/୩ : ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତ୍ତା ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଗଲା ।ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୩/୩: ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି।ଏଥିରେ ଉଦଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୧୫/୩ : ଅରଣ୍ୟରାଜ କିଶୋର ସିଂଙ୍କ ଆହ୍ବାନକ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ନୟାଗଡ ଜିଲ୍ଲାରେ ଏକ ମେଡିକାଲ କଲେଜ ଏବଂ ନୟାଗଡ ସୟଂଶାସିତ ମହାବିଦ୍ୟାଳୟକୁ ନୟାଗଡ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ନିମନ୍ତେ ନୟାଗଡ ପି.ଡବ୍ଲୁ.ଡି. ବଙ୍ଗଳାଠାରୁ ଏକ ପଦଯାତ୍ରା ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୂଖେ ଯାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୬/୨ : ୟାମାହା ର ନୂତନ ସୋରୁମ ଶ୍ରୀ ମୋଟର୍ସ ନାମରେ ଦୁର୍ଗାପ୍ରସାଦ ନିକଟ ହିରୋ ସୋରୁମ ସାମ୍ନାରେ ଶୁଭାରମ୍ଭ ହୋଇଯାଇଛି ।ବିଗତ ଦିନରେ ନୟାଗଡରେ ୟାମାହା ର କୌଣସି ଶାଖା ନଥିବାବେଳେ ଏହା ବର୍ତମାନ ନୂତନ ଶାଖା ହୋଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୟାମାହା ଟିମ ଭାରତର ଉପସଭାପତି ଶ୍ରୀଯୁକ୍ତ ରବିନ୍ଦର ସିଂ ଯୋଗଦେବା ସହିତ ସୋରୁମ ର ଉଦଘାଟନ କରିଥିଲେ । ବର୍ତମାନ ସମୟରେ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୧/୭: ସ୍ଥାନୀୟ ଖଣ୍ଡପଡାରୋଡସ୍ଥ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ତରଫରୁ ” ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୩୫୦ ଜଣ ଅଭିଭାବକଙ୍କୁ ନେଇ ଶିଶୁ ମାନଙ୍କର ପ୍ରଗତିରେ ମାତାପିତାଙ୍କ ଭୂମିକା Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୨: ନୟାଗଡ଼ ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ଅଫିସ ରେ ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ,ସୁଦୀପ ପଟ୍ଟନାୟକ,ଅମିନ, ଓ ଜୋଛନା୍ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।।ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷ ରେ ଥରେ ବଦଳି ହେବାର ନିୟମ ଅଛି।କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବାଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି।ଜିଲାରେ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୨ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ୩୦୦ରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ୟ୍ୟ ସହିତ ଫଳ ବଣ୍ଟନ କରିଛନ୍ତି। ରୋଗୀଙ୍କ ସୁଖଦୁଃଖ ପଚାରି ବୁଝିବା ସହ ନୟାଗଡ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଉଊଗଙଙ୍କ ସହିତ ଆଲୋଚନା କରିଛନ୍ତି।ଆନୁସଙ୍ଗିକ ସୁବିଧା ସୁଯୋଗ ରୋଗୀଙ୍କୁ ଯୋଗାଇଦେବେ ବୋଲି ଉଊଗଙ ମଧ୍ୟ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୮/୨: ନୟାଗଡ ଘଡୁଆଳ ଗ୍ରାମ ରେ ଘର ଭିତରୁ ଜଣେ ମହିଳାଙ୍କ ମ୍ରୁତଦେହ ସଂନ୍ଦେହ ଜନକ ଭାବେ ଉଦ୍ଦାର ହୋଇଛି। ମ୍ରୁତ ମହିଳା ଜଣଙ୍କ ଘଡୁଆଳ ଗ୍ରାମର ବିଜୟ କୁମାର ପଣ୍ଡାଙ୍କ ପତ୍ନୀ ସଂନ୍ଦ୍ୟାରାଣୀ ପଣ୍ଡା ବୟସ(୫୨)ବର୍ଷ ବୋଲି ଜଣାପଡିଛି।ମ୍ରୁତ ସଂନ୍ଦ୍ୟାରାଣୀ ଘଡୁଆଳ ୨ ନଂ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ହୋଇଥିବା ସୁଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୭/୨: ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ।ଜିଲ୍ଲାପାଳ ଏକ ପ୍ରେସମିଟ ଜରିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉପରେ ଏକ ବିବରଣୀ ପ୍ରଦାନ କରିଛନ୍ତି। ଏଥିରେ କୃଷକମାନେ କିପରି କୃଷି ଯନ୍ତ୍ରପାତି କିପରି ସୁଲଭ ଦରରେ କିଣି ପାରିବେ ତାହା ଉପରେ ଆଲୋକପାତ କରିଥିଲେ।ନୟାଗଡ଼ ଦକ୍ଷିଣକାଳୀ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/୨: ନୟାଗଡ଼ ସଦରଥାନା ଅଧୀନ ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମ ରେ ଡକାୟତ ମାନେ ଫିଲ୍ମି ଷ୍ଟାଇଲ ରେ ଚୋରି ହେଉଥିବା ନେଇ ନୟାଗଡ଼ ସଦରଥାନା ରେ ଅଭିଯୋଗ । ଅଭିଯୋଗ ଅନୁସାରେ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ମାଳିସାହି ଗ୍ରାମ ର ବିଜୟ କୁମାର ବିଶ୍ୱାଳ ଙ୍କ ଘର ପଛ ପାଖରେ ଥିବା ଏକ ପାଳ ଗଦା ରେ ପ୍ରଥମେ ଦୁର୍ବୁତ୍ତ ମାନେ ନିଆଁ ଲଗେଇ ଦେଇଥିଲେ ।ଅଗ୍ନିଶମ […]Continue Reading