ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୫/୧୧: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ସୁନାଖଳା ପଞ୍ଚାୟତ ଏକ ଅଭାବନୀୟ ଘଟଣା ଘଟିଛି । ପୁଣି ଯୌତୁକ ଜୁଇରେ ଆଉ ଜଣେ ବୋହୂ । ଟଙ୍କା ଲୋଭରେ ଦଶବର୍ତ୍ତୀ ହୋଇ ବୋହୂକୁ ନିର୍ମମ ହତ୍ୟା କଲେ ଶାଶୁଘର ଲୋକେ । ଏଭଳି ଅଭିଯୋଗ କରିଛନ୍ତି ମୃତ ଝିଅଙ୍କ ପରିବାର ଲୋକେ ।ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସୁନାଖଳାରେ ଘଟିଛି ଏପରି ଅମାନବୀୟ ଘଟଣା । ଗତ ୧୨ବର୍ଷ ତଳେ […]Continue Reading
ବିଶ୍ୱଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୧୧: ଇଟାମାଟି ଗ୍ରାମରେ ଗଢ଼ି ଉଠିଥିବା ବିଜୁ ମହତାବ ସ୍ୱେତ୍ସାସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତହୋଇଯାଇଛି । ଶିଶୁଙ୍କୁ ଉଚିତ ସମ୍ମାନ ଦେବା, ଭଲ ପାଇବା ଓଶିଶୁଙ୍କର ଭବିଷ୍ୟତ ଶକ୍ତି କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନକରାଯାଇଛି ।ପ୍ରତ୍ୟେକ ଶିଶୁଙ୍କୁ ପ୍ରେରଣା ଦେବା ଲକ୍ଷ୍ୟ ରେ ଆଜିବାମନ ଅବକାଶ ହାଇସ୍କୁଲ ଠାରେ ଶିଶୁ ଦିବସ ୨୦୨୨ ପାଳନକରାଯାଇଥିଲା ।ଏଥିରେ ସମାଜ ସେବୀ Continue Reading
ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟ ନୂଆଗାଁ, ୧୨/୧୧ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଞ୍ଚାୟତ ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରାଙ୍କୁ ବନବିଭାଗ କର୍ମଚାରୀମାନେ ମଙ୍ଗଳବାର ରାତ୍ରୀରେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀମାନେ କୌଣସି କାରଣରୁ ଅମୂଲ୍ୟକୁ ପିଛା କରି ଶୁଣ୍ଢିଝୋଲା ଗ୍ରାମ ନିକଟରେ ପ୍ରବଳ ମାଡମାରି ରକ୍ତାକ୍ତ କରିଦେଇଥିଲେ।ମାଡ ମାରିସାରିବା ପରେ ଅମୂଲ୍ୟଙ୍କ ଗାଡି ଯାଞ୍ଚ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୂଆଗାଁ ,୧୨/୧୧: ବିବାହିତ ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ। ଏହିଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧୀନରେ ଥିବା ଗୁମୀ ଗ୍ରାମରେ ଜଣେ ବିବାହିତ ମହିଳା ଙ୍କ ସହ ପ୍ରେମ କରି ଜୁବକ ହରଡ଼ ଘଣାରେ ପଡିଥୀବା ଦେଖିବାକୁ ମିଳିଛି।ସ୍ୱାମୀ ଗୋଲଖ ନାଏକ ବାହାରେ ରହି ରୋଜଗାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଛବି ନାଏକ ଭୁବନେଶ୍ୱର ଅଂଚଳର […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୧୧: ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ପରେ ନାକ ଟିମ୍ ଦ୍ବାରା ଯାଞ୍ଚ ପ୍ରକିୟାର ଫଳାଫଳପରେ ଛାତ୍ରଛାତ୍ରୀ, ଅଭିଭାବକ, ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ଟିମ୍ ଦୁଇ ଦିନିଆ ଗସ୍ତରେ ଆସିଥିଲେ।ମହାବିଦ୍ୟାଳୟର ଭିତ୍ତିଭୂମୀ, ଶିକ୍ଷା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ‘B++’ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୧୧: ଆଜି ସକାଳ ୧୦ଘଟିକା ୩୦ ମିନିଟ୍ ସମୟରେ ନୟାଗଡ଼ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୨୧ଗୋଟି ଅଭିଯୋଗ ପଂଜିକୃତହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୩ଗୋଟି ଅଭିଯୋଗର ଶୁଣାଣି କରାଯାଇ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ,୬/୧୧ :ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ା ଝୋଲା ସେକ୍ସନ ବାଲିଶିସା , ବଧୀଲିପୂରୁ ରିଜର୍ଭ ଜଙ୍ଗଲ ରୁ ଟାଟା ହିଟାଜୀ ଜବତ୍ କରିଛନ୍ତି ।ଓଡ଼ଗାଁ ବନାଞ୍ଚାଳ ଅଧିକାରୀ ଆସିସ କୁମାର କଅଁର ଙ୍କ ସୁଚନା ଅନୁସାରେ ଦିନ ଏଗାର ଘଣ୍ଟିକା ସମୟରେ ବିଶେଷ ସୁତ୍ରରୁ ଖବର ପାଇଁ ପଞ୍ଚିରିଡା ରେଞ୍ଜର ଓଡ଼ଗାଁ ରେଞ୍ଜ ର ବାହାଡ଼ା ଝୋଲା ଫରେଷ୍ଟର ଙ୍କ ସହ ସମସ୍ତ ଷ୍ଟାଫ୍ ପହଂଚି ସମସ୍ତ ପ୍ରକାର ତଦନ୍ତ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୧୧: ଡିଭିଜନ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀଜଣେ ଶିକରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛନ୍ତିଅଧିକାରୀ ସଂସାର ବର୍ଗୀଆ ।ଗତକାଲି ରାତିରେ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ସଦଳବଳେ, ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଏକ ଶିକାରୀ ଦଳ ଉପରେ ଅଚାନକ ଚଢାଓ କରିଥିଲେ ଚଢାଓ ସମୟରେ ଅନ୍ୟ ସହଯୋଗୀମାନେ ଖସିଯିବାକୁ ସକ୍ଷମହୋଇଥିବା ବେଳେ ମୂଖ୍ୟ ଶିକାରୀ କୁଲୁରୁକୁମ୍ପା Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୪/୧୧: ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ ରୁ ୩୫ବର୍ଷରଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଶୁକ୍ରବାର ଦିବା ଘ.୧୧.୩୦ମି. ସମୟରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁଅନୁଷ୍ଠିତ ହୋଇଯାଇଛି ।ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକମୁଖ୍ୟ ଅତିଥ୍ ଭାବେ ଯୋଗଦାନ ପୂର୍ବକ ପ୍ରଦୀପ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୧୧: ନୂଆଗାଁ -ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଯନ୍ତ୍ରୀ – ଠିକାଦାର ମଧ୍ୟରେ ସାଲସୁତରା ହୋଇ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ବର୍ତମାନ ମାଳିସାହି ପଂଚାୟତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।ମାଳିସାହି ପଂଚାୟତ ଅନ୍ତର୍ଗତ ଢିପିସାହି ଠାରୁ ବେଗୁନିଆ ସାହିକୁ ଯିବା ଆସିବା କରିବା ପାଇଁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିନାହିଁ। ଯାହାଫଳରେ Continue Reading