Home Posts tagged reports by akshya rout (Page 12)
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର ,୨୫/୨: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ୪ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୮/୨ : ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗଦେବା ପାଇଁ ଧବଳଗିରୀ ରୁ ଯାଜପୁର ଟାଉନ ଯାଉଥିବା ସମ୍ୱରୀଙ୍କ ସ୍କୁଟି ଦୁର୍ଘଟଣାରେ ଦୁଇ ଜଣ ଆହତଙ୍କୁ ସହାୟତାର ହାତବଢ଼ିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଯାଜପୁର ଟାଉନ ଯାଉଥିବା ସମୟରେ ମାଳ ଆନନ୍ଦପୁର ଠାରେ ଗୋଟାଏ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ଦୁଇ ଆରୋହୀ ଗୁରୁତର ଆହତ ହୋଇଥିଲେ । ଏହା ତାଙ୍କ ନଜରକୁ ଆସିଥିଲା Continue Reading
Odisha News
ଅକ୍ଷୟ ସାହୁଙ୍କ ରିପୋର୍ଟଯାଜପୁର,୩/୨: ବିକାଶ କେବଳ ସହରରେ ନୁହେଁ ଗାଁ କୁ ମଧ୍ୟ ପରିବ୍ୟାପ୍ତ ହୋଇଛି । ସହରବାସୀ ଯେ ଆଧୁନିକତାକୁ ଅନୁଭବ କରୁଛନ୍ତି ତାହା ନୁହେଁ ବଣ ଜଙ୍ଗଲ ଘେରା ଗାଁରେ ମଧ୍ୟ ବିକାଶ ପାଦ ଥାପିଛି । ଯାହା ଫଳରେ ଗାଁରେ ସହରୀ ସଭ୍ୟତାର ଝଲକ ଦେଖିବାକୁ ମିଳିଛି ।ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଡ଼ା ଡ୍ୟାମ ନିକଟ ଗ୍ରୀନ ପାର୍କ ନିର୍ମାଣ ହୋଇଛି । ଏକ ପ୍ରାକୃତିକ ଓ ମନୋରମ ପରିବେଶ ମଧ୍ୟରେ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୧ : ଭାରତ ବିଶ୍ୱର ଏକ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ନେଇ ଏହାର ସମ୍ୱିଧାନ ସର୍ବ ଜାତି, ଧର୍ମ, ବର୍ଣ୍ଣ ଭାଷା ଓ ବିବିଧତାରେ ଏକତା ମନ୍ତ୍ର ନେଇ ସମସ୍ତଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥ ନୈତିକ ବିକାଶ ଦିଗରେ ସମ୍ୱିଧାନର ମୁଖପତ୍ର ବାର୍ତ୍ତା ବହନ କରେ ।ଏଣୁ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ସୁରକ୍ଷା ଓ ସାମ୍ୱିଧାନିକ ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ରାଷ୍ଟ୍ରର ଏକତା ଓ ସଂହତିକୁ ଅକ୍ଷୁର୍ଣ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୨/୧ :ସାଙ୍ଗଠାନିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାମାଜିକ କାର‌୍ୟ୍ୟ ସବୁଥିରେ ସଂଘର ଉଦ୍ୟମ ପ୍ରଶଂସନୀୟ । ବର୍ଷ ବର୍ଷ ଧରି ସଂଘ ଏଭଳି ଜନହିତକାରୀ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ଅନ୍ୟଙ୍କ ପାଇଁ ପ୍ରେରଣା ।ଅନ୍ୟ ପଂଚାୟତର ଥିବା ଯୁବକ ମାନେ ଏହି ସଂଘର କାର୍ଯ୍ୟକୁ ଅନୁସରଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦରକାର ବୋଲି ବୀଣାପାଣି ଯୁବକ ସଂଘ ଉପର ଟମକା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର Continue Reading
Seo wordpress plugin by www.seowizard.org.