Home Posts tagged repo rate
Odisha News
ଭୁବନେଶ୍ୱର,୮/୬: ବୃଦ୍ଧି ହେଲା ରୋପେ ରେଟ୍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ୫୦ ବେସିସି ପଏଣ୍ଡ ଅର୍ଥାତ୍ ୪.୯୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ବିତିୟ ବର୍ଷରେ ମୁଦ୍ରାସ୍ପିତ ୬.୭ ପ୍ରତିଶତ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।ରେପୋ ରେଟ୍ ବଢ଼ିବା ଦ୍ୱାରା ମହଙ୍ଗା ହେବ ଇଏମ୍‌ଆ, ଘର ଲୋନ୍‌,ଗାଡି ଲୋନ୍ ।ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ରିପୋ ରେଟ୍ ବଢ଼ିବା ଦ୍ୱାରା ଚଳିତ ଆର୍ଥିକ […]Continue Reading
Seo wordpress plugin by www.seowizard.org.