Home Posts tagged rengali
Odisha News
ରେଙ୍ଗାଳି/ ଅନୁଗୋଳ, ୬/୧୧: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଜଣେ ମାଛ ଧରାଳିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଦୁଃଖଦ ଅଘଟଣଟି ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି।ରାତି ୩ଟାରେ ଘଟିଲା ଅଘଟଣ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ନୀଳକଣ୍ଠ ଏକ ହୋଲି ଡଙ୍ଗା ସାହାଯ୍ୟରେ ରେଙ୍ଗାଳି ଡ୍ୟାମ୍ର ତଳ ପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀକୁ ମାଛ ଧରିବା Continue Reading