Home Posts tagged REMUNA
Odisha News
ବାଲେଶ୍ବର, ୨୯/୫: ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି। ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ନରହରି ପଡ଼ିଆଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ଖଣ୍ଡିଏ ସାଇକଲ ନଥିଲା, ଏବେ ସେମାନେ ବଡ଼ ଗାଡ଼ିରେ ଯିବା ଆସିବା କରୁଛନ୍ତି।ବିଜେଡି ନେତାମାନେ ଚାଷୀଙ୍କ ନାଁରେ ନକଲି Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟରେମୁଣା, ୨୯/୧ : ରେମୁଣା ର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକ ଙ୍କ ଲୋକପ୍ରିୟତା ଏବଂ ଯୁବ ସମର୍ଥକ ମାନଙ୍କୁ ଦେଖି ମଇଦାନ ଛାଡି଼ ପଳାୟନ କଲେ ସ୍ଵଘୋଷିତ ନାରୀନେତ୍ରୀ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟା ଶାନ୍ତା ଦାସ।ବରୁଣସିଂ ପଞ୍ଚାୟତ ଉତ୍ତର ଚକ ଠାରେ ଆୟୋଜିତ କ୍ରିକେଟ tournament re ମୁଖ୍ୟ ଅତିଥି ଇଂ. ଦୀପକ ମଲ୍ଲିକ, ସମ୍ମାନିତ ଅତିଥି ଶାନ୍ତା ଦାସ, ସମ୍ମାନିତ ଅତିଥି ୩୮ନଂ ଜୋନ ଜିଲ୍ଲା ପରିଷଦ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟରେମୁଣା,୧୦/୧୨: ରେମୁଣା ବ୍ଲକ ଅନ୍ତର୍ଗତ ନିଜାମପୁର ଗ୍ରାମ ପଞ୍ଚାୟତ ର ଦୁମୁଦା ଠାରେ ଏକ ବିଶାଳ ଯୁବ ସମାବେଶ ଯୁବନେତା ଇଂ ଦୀପକ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୭ଗୋଟି ଓ ୩୬ ନମ୍ବର ଯୋନ ର ୩ ଗୋଟି ପଞ୍ଚାୟତ ରୁ ବହୁ ଦୀପକ ପ୍ରେମୀ ଏବଂ ସମର୍ଥକ ମାନେ ସାମିଲ ହୋଇଥିଲେ ।ଏହି ପରିପ୍ରେକ୍ଷୀରେ ପ୍ରାରମ୍ଭରେ ୨୦୦ ରୁ ଉର୍ଦ୍ଧ୍ବ […]Continue Reading
Seo wordpress plugin by www.seowizard.org.