ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୫/୧୨ : ରାୟାଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ସିଜିମାଳୀ ବେଦାନ୍ତ ଆଲୁମିନିୟମର ମାଲିକାନା ଦାଇତ୍ୱରେ, ସିଜିମାଳି ବକ୍ସାଇଟ୍ ଖଣି ଖନନ ଅନୁମତି ମିଳିଲେ କାଶୀପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ସାମାଜର ଵିକାଶ ହେବାସ୍ୱେତେ ଅର୍ଥନତିକ ଵିକାଶରେ ପରିବର୍ତ୍ତନ ଆଣିବ ବୋଲି ବେଶ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଅଛି ।ସ୍ଥାନୀୟ ବାସିନ୍ଦା କହିଲେ ମୁଖ୍ୟତ ସେହି ଅଞ୍ଚଳରେ ବସ ବାସ କରୁଥିବା Continue Reading




