By Sudhansu Rayagada/ Odisha, Jul 17 : A tragic accident occurred at Rayagada Railway Station today when a passenger train collided with a railway maintenance trolley, resulting in the death of one worker and injuries to two others. The incident took place while the maintenance crew was carrying out routine work on the tracks. According […]Continue Reading
By Rupashree Mohanty Bhubaneswar, July 16: For generations, residents of 21 isolated tribal villages in Odisha’s Kalahandi and Rayagada districts lived under the dim glow of lanterns or open flames once the sun went down. Today, that long-standing darkness is giving way to well-lit paths and renewed hope — courtesy of a solar lighting initiative […]Continue Reading
ରାୟଗଡା, ୧୨/୭ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡ଼ି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ସହ ବେତରେ ଆଘାତ କରିବା ଏବଂ କଙ୍ଗାରୁକୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆ ଯିବା ଘଟଣାରେ ଶନିବାର ପ୍ରଶାସନ ଆକ୍ସନ ମୁଡ କୁ ଆସିଛି ।ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ରାୟଗଡା ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ Continue Reading
ରାୟଗଡ଼ା,୨୭/୫ : ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ ହାଡ଼କୋର୍ ମାଓବାଦୀ ଥିଲେ ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ସ୍ବାଥି ଏସ୍.କୁମାର ସୂଚନା ଦେଇଛନ୍ତି ।ଅଜୟଙ୍କ ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା Continue Reading
ରାୟଗଡ଼ା,୪/୫: ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଛି ଏକ ଟ୍ୟାଙ୍କର। ଏହି ଟ୍ୟାଙ୍କର ଓଲୋଟି ପଡ଼ିବାରୁ ଫ୍ଲାଏ ଓଭରର ପାର୍ଶ୍ୱ ପାଚେରି ଭାଙ୍ଗି ଯାଇଛି। ତେବେ ତଳେ ବେଆଇନ ଭାବେ ବସିଥିବା ବଜାର ସମ୍ପୂର୍ଣ୍ଣ। ନଷ୍ଟ ହୋଇଯାଇଥିବା ବେଳେ ଧନଜୀବନ ସୁରକ୍ଷିତ ରହିଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା […]Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡା/ଚନ୍ଦ୍ରପୁରୁ,୧୮/୪: ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ହୁନୁମନ୍ତପୁରୁ ଖେଳପଡିଆ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଦୁଇ ବାଇକ୍ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁରୁ କୁ ଚିକିତ୍ସା ନିମନ୍ତେ ଚନ୍ଦ୍ରପୁରୁ ଡାକ୍ତର ସ୍ଥାନାନ୍ତରୀତ କରିଥିବା ସୁଚନା ମିଳିଛି।ଘଟଣାରୁ ପ୍ରକାଶ ଆଜି ସକାଳ ପ୍ରାୟ ୧୦ସମୟରେ ଚନ୍ଦ୍ରପୁରୁ ବ୍ଲକ ବିଜାପୁରୁ ପଞ୍ଚାୟତ ଖିଲୁଣ୍ଡି ଗ୍ରାମର ମିଲି ପାଡଗଣ୍ଡା ଓ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୨/୪: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବାଡ଼ାଙ୍ଗସରଡ଼ା ପଞ୍ଚାୟତ ଅଧିନରେ ଥିବା ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡମ୍ବରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା, କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ପରୀକ୍ଷାରେ କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡା,୩/୪ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପ୍ରାଣ ପ୍ରତିଷ୍ଠା କରାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଡାକ୍ତର ସମୀର ହଠାତ ଅସୁସ୍ଥ ହୋଇପଡ଼ିଥିଲେ କ୍ଷ ତାଙ୍କୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମାତ୍ର ଚିକିତ୍ସାଧୀନ Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୯/୩ : ଚନ୍ଦ୍ରପୁର ବ୍ଲକ ତୁରିଗୁଡ଼ା ପଞ୍ଚାୟତର ବାଙ୍ଗରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ସୃଜନଶିଳତାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକତ୍ରିପତି ଗଙ୍ଗା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ, ବ୍ଲକ ଗୋଷ୍ଟ ଶିକ୍ଷା ଅଧିକାରୀ ଗଣେଶ ଶବର ସରପଞ୍ଚ ସୁନିତା ମୂଣ୍ଡିକା, ମୁଖ୍ୟ ବକ୍ତା ଭାବେ ଏ ବି ଓ ଉମାକାନ୍ତ ମିଶାଲ ସମ୍ମାନିତ ଅତିଥି ଭାବେ Continue Reading
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୦/୩ : ରାୟଗଡ଼ା ଜିଲ୍ଲା ଆଦିବାସୀ ବହୁଳ ଚନ୍ଦ୍ରପୁର ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉଟସୋରସିଂ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ, ମହାସଂଘ ପକ୍ଷରୁ ସମୋବାର ଠାରୁ ଶାନ୍ତି ପୁର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ ହୋଇଚି ।କର୍ମଚାରୀଙ୍କୁ ଛଟେଇ ବଦଳରେ ନିୟମିତ ନିୟମିତ କରାଯିବା ନେଇ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରିବା ସହିତ କାର୍ଯ୍ୟରେ ଯୋଗ ଦେଇଛନ୍ତି । Continue Reading




