Home Posts tagged Rayagada districts
Odisha News
ରାୟଗଡା/ ଓଡ଼ିଶା,୩୧/୩ : ମାଓବାଦୀଙ୍କ ପାଇଁ ଦିଆଯାଇଥିବା କଣ୍ଟ ପୂରିଛି । ଆଉ ମାଓ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା । ଜିଲ୍ଲାରେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଆଣ୍ଟି ନକ୍ସଲ ଅପରେସନ ବେଳେ ରାୟଗଡା ଜିଲ୍ଲାର ବିଭିନ୍ନ ସୀମାନ୍ତରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥୀ ଏସ୍.କୁମାର ।କେନ୍ଦ୍ର ସରକାର ମାଓମୁକ୍ତ କରିବାକୁ ଘୋଷଣା କରିବା ପରଠାରୁ ଗତ ଫେବୃଆରୀ ମାସରୁ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୧୮/୩ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଏକ ଉପାନ୍ତ ଅଞ୍ଚଳ ଯାହା ରାୟଗଡା ଠାରୁ ଦୀର୍ଘ ୧୨୦ କି.ମି ଦୂରତା ରେ ଅବସ୍ଥିତ । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ପି.ଏମ୍.ଶ୍ରୀ ସରକାରୀ (ଏସ୍. ଏସ୍.ଡି) ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ମେଳା ପିଲା ମାନଙ୍କ ମାଧ୍ୟମ ରେ ଅନୁଷ୍ଠତ ହୋଇଥିଲା।ଏଥିରେ ବିଦ୍ୟାଳୟ ର ଷଷ୍ଠ ରୁ ନବମ ଶ୍ରେଣୀ ର ୩୦୦ ପିଲା ମୋଟ ୨୦ […]Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର ୧୬/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକରେ ପ୍ରସିଦ୍ଧ ଶୈବ ପୀଠ ମିନାଝୋଲା ଠାରେ ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସନ୍ଧ୍ୟା ଓ ପୂଜ୍ୟପୂଜା ପରମ୍ପରା ର ମିଳିତ ସଙ୍ଗମ ଚତୁର୍ଥ ତ୍ରିବେଣୀ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଅଧିବେଶନରେ ସଭାକାର୍ଯ୍ୟରେ ପ୍ରେସ କ୍ଳବର ସଭାପତି ପ୍ରମୋଦ କୁମାର ସାହୁକାରଙ୍କ ସଭାପତିତ୍ବରେ ଓ ଉତ୍ତମ କୁମାର ଦାସଙ୍କ ସଂଯୋଜିତ Continue Reading
Odisha News
ରାୟଗଡ଼ା, ୧୨/୨ : ବଡ଼ ଅଘଟଣରୁ ବର୍ତ୍ତିଲେ ଆନ୍ଦୋଳନକାରୀ। ରାୟଗଡା ଶିରିଗୁଡ଼ା ଛକରେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ। ରାୟଗଡା ସହରର ଶିରିଗୁଡ଼ା ଛକରେ ବନ୍ଦର ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା ।ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ବିକ୍ଷୋଭ କରୁଥିଲେ।ସାମ୍ବାଦିକମାନେ ମଧ୍ୟ ଖବର ସଂଗ୍ରହ କରୁଥିଲେ। ସେହି ସମୟରେ ରାୟଗଡ଼ାରୁ ନବରଙ୍ଗପୁରର ଯାଉଥିଲେ ୩୮ଜଣ ପୋଲିସ କର୍ମୀ। ତେବେ ହଠାତ ପୋଲିସ ବସ୍ ବ୍ରେକ ଫେଲ୍ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର /ରାୟଗଡ଼ା, ୧୧/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା କ୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଅନୁରାଧା ଲିଙ୍ଗମ ତତ୍ୱଧାନରେ ଅନୁଷ୍ଟିତହୋଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କୋଇନ କିମ୍ବାକା ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୩୧/୧ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ ସରକାରୀ ଏସ ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ଜିଲ୍ଲା ପରିଷଦ ସଦସ୍ୟ ସୁଜିତ୍ ବ୍ରେକବେଡା, ଚନ୍ଦ୍ରପୁରର ସରପଞ୍ଚ ରଞ୍ଜିତା Continue Reading
Odisha News
ରାୟଗଡ଼ା /ଗୁଣପୁର,୧୨/୧ : ରାୟଗଡ଼ା ଜିଲା ଗୁଣପୁର ସହର ନିକଟ ଲିମାମଡା ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ସମ୍ପର୍କୀୟ ଭାଇ ମୃତ। ମୃତକ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା।ମୃତକମାନେ ହେଲେ ଗୁଡାରି ବ୍ଲକ କଦମା ପଞ୍ଚାୟତର ନିଲାଗୁଡା ଗ୍ରାମ ବୋଲି ଜଣାପଡିଛି। କୌଣସି କାମରେ ଗୁଣପୁର ଆସି ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଲିମାମଡା ନିକଟ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲେ।ଘଟଣାସ୍ଥଳରୁ ଗୁରୁତର Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୬/୧ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳର ଶହୋଜଗ କ୍ରମେ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତର ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲା ଶୈବ ପୀଠ ପରିସରରେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଜାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହାର ଚତୁର୍ପାର୍ସରେ ପଡ଼ିଥିବା ପୁରୁଣା ପ୍ଲାଷ୍ଟିକ ବତଲ, ପଲିଥିନ ଜରି ଗୁଡ଼ିକୁ ସଂଗ୍ରହ କରାଯାଇ ସମ୍ପୂର୍ଣ୍ଣ ଜରି ମୁକ୍ତ କରିବା ପାଇଁ ଆହ୍ବାନ ଦେଇ ସଫା କରଯାଇଥିଲା Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡ଼ା/ଓଡ଼଼ିଶା, ୨୯/୧୨ : ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି ।ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଚଇତି ତୃତୀୟ ରଜନୀ ପାଳନ ହୋଇଥିଲା । ଭାରତୀ କଳା ସଂଗଠନ କଳାକାରମାନଙ୍କ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣରେ ମଞ୍ଚ ଶୋଭାଢ୍ୟ ହୋଇଥିଲା ।ଆଜି […]Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୨୨/୧୨ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସଂଲଗ୍ନ ଗୋବର୍ଦ୍ଧନ ଠାରେ ସ୍ଥାନୀୟ ଅଞ୍ଚଳ ପାଇଁ ଏକମାତ୍ର ସ୍ଵାସ୍ଥ୍ୟ ଭିତ୍ତିକ ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଆଜି ସଫଳ ତା’ର ସହ ଅନୁଷ୍ଠିତ ହୋଇଯାଇଛି ।ବି. ଏ. ସି. ନର୍ସି,ଏଏନ୍ଏମ୍,ଜି, ଏନ୍,ଏମ୍, ଛାତ୍ରୀ ଛାତ୍ରଙ୍କ ପାଇଁ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପପୁନ୍ ଜେନା, ପରିଚାଳନା ନିର୍ଦ୍ଦେଶିକା ଶ୍ରିମତୀ Continue Reading