ପୁରୀ, ୨୧/୭ : ହେରା ପଞ୍ଚମୀରେ ରାଗରେ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଛନ୍ତି । ପୁଣି ଥରେ ଶ୍ରୀମନ୍ଦିରକୁ ଫେରିଯିବାକୁ ଆଜିଠାରୁ ସଜବାଜ ଆରମ୍ଭ କରିବେ ତିନି ଠାକୁର । ଆଜି ତିନିର ଦକ୍ଷିଣ ମୋଡ଼ କରାଯିବ ।ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥର ଦକ୍ଷିଣମୋଡ଼ କରାଯିବ । ଆଜି ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ସମସ୍ତ Continue Reading




