Home Posts tagged ranbir kapoor
Bollywood
ଭୁବନେଶ୍ୱର,୫/୪: ବଲିଉଡ୍‌ରେ ଖୁବ୍ ଶୀଘ୍ର ପୁଣି ଶୁଭିବ ସାହାନାଇ । ହାତକୁ ଦୁଇ ହାତ ହେବେ ବହୁଚର୍ଚ୍ଚିତ ଯୋଡି ରଣବୀର୍ କପୁର ଓ ଆଲିଆ ଭଟ୍ଟ । ଖୁବ୍ ଶୀଘ୍ର ଦୁହିଁଙ୍କର ବିବାହ ହୋଇପାରେ ।ଏକ ସୁତ୍ରରୁ ମିଳିଥିବା ଖବର ଅନୁସାରେ ରଣବୀର୍ ଓ ଆଲିଆ ଚଳିତ ମାସ ୧୭ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପ୍ରିଲ ୧୩ରୁ ୧୭ ପର୍ଯ୍ୟନ୍ତ ଚାଲିବ ଦୁହିଁଙ୍କର ବିବାହ ଉତ୍ସବ । ଏହି ବହୁଚର୍ଚ୍ଚିତ ବିବାହରେ ୪୫୦ଜଣ […]Continue Reading
Seo wordpress plugin by www.seowizard.org.