
ଜୟପୁର, ୮/୪ : ଦୀର୍ଘ ୧୭ ପୂର୍ବେ ରାଜସ୍ଥାନ ଜୟପୁର ସହରରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି ।ଜୟପୁରର ସ୍ୱତନ୍ତ୍ର ଅଦାଲତ ୪ ଜଣ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୈଫୁର ରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦଙ୍କୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଦିନ ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ଏକ ବିସ୍ତୃତ ନିଷ୍ପତ୍ତି ଦେଇଛନ୍ତି […]Continue Reading