
ନୂଆଦିଲ୍ଲୀ, ୧୪/୮: ଛାତ୍ରଙ୍କ ମୃତ୍ୟୁକୁ ନେଇ ହଙ୍ଗାମା । ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଇଣ୍ଟରନେଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆକ୍ରୋଶିତ ରହିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜସ୍ଥାନ ସରକାରଙ୍କୁ ଘେରିଛି ।ସୂଚନା ଅନୁସାରେ, ଜଣେ ୯ ବର୍ଷର […]Continue Reading