Home Posts tagged rajastan
Odisha News
ନୂଆଦିଲ୍ଲୀ,୨୩/୫: ପୁଣି ଜଣେ ଭାରତୀୟ ଯବାନ ହନିଟ୍ରାପ୍‌ର ଶୀକାର ହୋଇଛନ୍ତି । ରାଜସ୍ଥାନ ପୋଲିସ ଶନିବାର ଜଣେ ଭାରତୀୟ ଯବାନ ପ୍ରଦୀପ କୁମାରଙ୍କୁ ଗିରଫ କରିଛି । ଏହି ଯବାନଙ୍କ ବିରୋଧରେ ସଂଙ୍ଗୀନ ଅଭିଯୋଗ ରହିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କରେ ଆସି ଉକ୍ତ ଯବାନ ଭାରତୀୟ ସେନା ବାହିନୀର ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି ।ପୋଲିସର କହିବାନୁସାରେ ପ୍ରଦୀପ କୁମାର ୩ ବର୍ଷ ପୂର୍ବେ ଭାରତୀୟ ସେନା ବାହିନୀରେ ଭର୍ତ୍ତୀ ହୋଇଥିଲେ […]Continue Reading
Seo wordpress plugin by www.seowizard.org.