Home Posts tagged raja festival inodisha
Odisha News
ଭୁବନେଶ୍ବର, ୧୪/୬: ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି।କେନ୍ଦ୍ର Continue Reading
Odisha News
କଟକ,୧୪/୬: ଆଜି ହେଉଛି ପହିଲି ରଜ। ବିଶେଷ କରି ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି।ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ। ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର […]Continue Reading
Odisha News
ଭୁବନେଶ୍ୱର ୧୪/୬: ଆଜି ହେଉଛି ପହିଲି ରଜ । ଓଡିଶାରେ ଘରେ ଘରେ ପୋଡ ପିଠାଠରୁ ଆରମ୍ଭ କରି ଭଳକି ଭଳି ପିଠା ପଣାର ଆସର ଜମିଛି । ପଲିଠୁ ଆରମ୍ଭ କରି ସହର ସବୁଠଇ ରାଜ ପାଇଁ ଉତ୍ସବ ମୁଖର ।ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।ସେଥିପାଇଁ […]Continue Reading
Seo wordpress plugin by www.seowizard.org.