ରାଇରଙ୍ଗପୁର, ୨୩/୪: ମୟୂରଭଞ୍ଜ ଜିଲ୍ଲାରେ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ।ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯଶିପୁର ଥାନା ଅନ୍ତର୍ଗତ ଯଶିପୁରରେ। ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୯.୦୦ ସମୟରେ ମା’ ସାଳନ୍ଦୀ ନାଏକ(୬୦) କୁ ୧୦୦ ଟଙ୍କା ମାଗିଥିଲା ପୁଅ ସରୋଜ(୨୧)।କିନ୍ତୁ ଗରିବ ଶ୍ରେଣୀର ହୋଇଥିବାରୁ ମା’ ଦେଇ ପାରିନଥିଲେ। ଫଳରେ ରାଗରେ ତମ୍ ତମ୍ ହୋଇ ପାଖରେ ଥିବା […]Continue Reading