Home Posts tagged Raipur (Page 2)
Odisha News
ରାୟପୁର,୫/୧୧: ୮ ବର୍ଷର ଦୀପକ ଘର ଅଗଣାରେ ଖେଳୁଥିଲା। ଏହି ସମୟରେ ଏକ ନାଗସାପ ଆସି କୁନି ପିଲାଟିକୁ ଦଂଶନ କଲା। ଏଥିରେ ଦୀପକ ଉତକ୍ଷିପ୍ତ ହୋଇପଡ଼ିଲା। ଆଉ ସାପଟିକୁ ଧରି ସେ ମଧ୍ୟ କାମୁଡ଼ି ପକାଇଲା। କାମୁଡ଼ି କାମୁଡ଼ି ସାପିଟିକୁ ଘଟଣାସ୍ଥଳରେ ମାରିଦେଲା।ଏମିତି ଏକ ଅଦ୍ଭୁତ ଘଟଣା ଛତିଶଗଡ଼ର ଜାସପୁର ଜିଲ୍ଲାରେ ଘଟିଛି। ପିଲାଟି କହିଛି ଯେ, ସାପଟି ମୋ ହାତରେ ଗୋଡ଼ାଇ ହୋଇ ଚୋଟ ମାରିଲା। ମୋତେ ଭାରି କଷ୍ଟ ହାଲା।ତେବେ ସେ ଚେଷ୍ଟା […]Continue Reading