Home Posts tagged RAIN AND THUNDER IN CUTTACK AND BHUBANESWAR
Odisha News
ଭୁବନେଶ୍ବର,୧/୫: ପାଣିପାଗରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।ଗତକାଲିର ତୁଳନାରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ବରରେ ପୂର୍ବାହ୍ଣ ସମୟରେ ଯଦିଓ ଖରା ହୋଇଛି, ଅପରାହ୍ଣ ପର ଠାରୁ ଲୋକଙ୍କୁ ପ୍ରବଳ ଖରାରୁ ଆଶ୍ବସ୍ତି ମିଳିଛି।ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ Continue Reading
Seo wordpress plugin by www.seowizard.org.