Home Posts tagged purusotampur
Odisha News
ପୁରୁଷୋତ୍ତମପୁର,୨୫/୧୦: ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଜଣ ନାବାଳକ । ଏଭଳି ଦୁଃଖଦ ଘଟଣା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଘଟିଛି । ଘଟଣାସ୍ଥଳ ଅଗ୍ନିଶମ ବାହିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି ।ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ପହଞ୍ଚିଥିବା ସୂଚନା ମିଳିଛି । ପାଣିରେ ବୁଡି ନିଖୋଜ ୨ ଜଣ ପିଲାଙ୍କ ମଧ୍ୟରୁ ଜଣେ ୧୦ ବର୍ଷର […]Continue Reading
Seo wordpress plugin by www.seowizard.org.