ପୁରୀ, ୧୩/୪: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ରବିବାର ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ସମୟରେ ପୁରୀ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ମୁଖ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ଙ୍କୁ ଦର୍ଶନ କରିବା ପରେ ପାର୍ଶ ଦେବାଦେବୀ ଙ୍କୁ ଦର୍ଶନ କରି ମା ବିମଳାଙ୍କ ନିକଟରେ କିଛି ସମୟ ଅତିବାହିତ କରିଥିଲେ Continue Reading
ପୁରୀ,୧୨/୪ : ବିଧାୟକ, ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ। ଗ୍ରୁପିଜିମ୍ ଓ ଚାଟୁକାରିତା ଛାଡ଼ି ନିଜର ବ୍ୟକ୍ତିତ୍ବର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ। ଡାକ୍ତରଖାନାକୁ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ। ଅଫିସରମାନଙ୍କ ସହ ଉତ୍ତମ ସଂପର୍କ ରଖି କାମ ଆଦାୟ କରିବାର ଶିଖନ୍ତୁ। ଆଜି ପୁରୀଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରି ବିଜେପି Continue Reading
ପିପିଲି, ୧୧/୪ : ବିଳମ୍ବିତ ରାତିରେ ପିପିଲି ଥାନା ଅନ୍ତର୍ଗତ ଜମାଲପୁରରେ ବୋମା ଫୁଟିଛି । ଏନେଇ ବୋମାମାଡ଼ରେ ଜଣେ ଗୁରୁତର ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଯୁବକ ରାଜକିଶୋର ନାୟକ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏମସରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ଜମାଲପୁର ଗ୍ରାମର ରାଜକିଶୋରଙ୍କ ସହ ତାଙ୍କ ପଡୋଶୀଙ୍କର ବହୁ ଦିନରୁ ବିବାଦ ଲାଗିରହିଥିଲା । ଯାହା ଗତକାଲି ବିଳମ୍ବିତ ରାତିରେ ଉଗ୍ରରୂପ […]Continue Reading
By Subrat Sarangi Puri, April 9 : 15 athletes of the Odisha AM/NS India Kho Kho High Performance Centre (HPC) represented Odisha teams at the 57th Senior National Kho Kho Championship held in Puri during March 31 to April 04, 2025. The Odisha Women’s Team made the state proud by emerging as the runner up […]Continue Reading
ପୁରୀ, ୬/୪ : ପୁରୀ ଜିଲ୍ଲା ପିପିଲି ଥାନା କୈାଶଲ୍ୟାଗଙ୍ଗ ଥାନା ଅନ୍ତର୍ଗତ ସିଫା ନିକଟରେ ଏକ ଅଘଟଣ ଘଟିଯାଇଛି । ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁସାରେ ବାଂଲାଦେଶରୁ ପର୍ଯ୍ୟଟକମାନେ ଦୁଇଟି ବସ ଯୋଗେ ପୁରୀ ଆସିଥିଲେ […]Continue Reading
By Our Correspondent ODISHA,MAR 21 : Sea & Spice, the all-new seafood restaurant at Fortune Beachfront Puri, a member of ITC Hotels’ Group, brings you the ocean’s bounty in all its flavourful glory. Designed to bring the freshest flavours from the ocean to the table, Sea & Spice presents a meticulously curated menu that celebrates […]Continue Reading
ଭୁବନେଶ୍ୱର,୯/୩: ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ବାର୍ଷିକ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ବାର୍ଷିକ ରଥଯାତ୍ରାକୁ ୟୁନେସ୍କୋ ଦ୍ୱାରା ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।ଦ୍ୱାଦଶ ଶତାବ୍ଦୀର ପବିତ୍ର ମନ୍ଦିରର ଏକ ଅବିଚ୍ଛେଦ୍ୟ ଅଂଶ ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା, ଓଡ଼ିଶା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ Continue Reading
ପୁରୀ ,୧୨/୨ : ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହି ଅବସରରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ନୀତି ହେବ। ଏହାପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ।ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର […]Continue Reading
ପୁରୀ, ୧୧/୨ : ପଞ୍ଜିକା ସମନ୍ଵୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିବା ସହିତ ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି ।ସେହିପରି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି Continue Reading
ପୁରୀ, ୭/୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ। କଡ଼ା ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି Continue Reading




