Home Posts tagged Puri (Page 4)
Top Stories
By Sukant Mohanty Bhubaneswar, July 4: In a landmark move, Chief Minister Mohan Majhi on Friday announced that Puri Municipality will be upgraded to a Municipal Corporation, making it the sixth in Odisha. The decision comes in response to the pilgrim town’s rising population, increasing pilgrimage footfall, and evolving urban infrastructure needs. Addressing a press […]Continue Reading
Odisha News
ପୁରୀ, ୨୯/୬: ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି । ଏହି ସମୟରେ ଠେଲାପେଲା ଦଳାଚକଟାରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ରଥଯାତ୍ରାରେ ଭିଡ଼ ଜନିତ ଅଘଟଣକୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ବଡ଼ ଆକ୍ସନ ନେଇଛନ୍ତି […]Continue Reading
Odisha News
ପୁରୀ, ୨୯/୬ : ମାଉସୀ ମା\’ଙ୍କ ପାଖରେ ପହଂଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ଦେଖିବା ପାଇଁ କାଇଁ କେତେ ଦୂରରୁ ଭକ୍ତମାନେ ଆସିଛନ୍ତି। ତେବେ ମହାପ୍ରଭୁଙ୍କ ଧାମରୁ ଏକ ଦୁଃଖଦ ଖବର ଆସିଛି। ଶରଧାବାଲିରେ ଠେଲାପେଲା ହୋଇ ୩ ମୃତ୍ୟୁ ହୋଇଛି। ତେବେ ମୃତକ ମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ। ତେବେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି। ଏହି ଅଘଟଣ ପରେ ସବୁଆଡେ ଶୋକର ଛାୟା […]Continue Reading
Odisha News
ପୁରୀ,୨୮/୬: ଶୁକ୍ରବାର ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକି ରହିଥିବାବେଳେ ଶନିବାର ସକାଳେ ଗଡ଼ିଛି ମହାବାହୁଙ୍କ ରଥ। ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠୁଛି। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।ଶ୍ରୀଗୁଣ୍ଡିଚାରେ ମହାବାହୁଙ୍କ ରଥ ଅଳ୍ପ ଗଡ଼ି ଅଟକି ରହିଥିଲା। ରାତି ହୋଇଯାଇଥିବାରୁ ରଥଟଣା ବନ୍ଦ କରାଯାଇଥିଲା।ଅନ୍ୟପକ୍ଷରେ ଶୁକ୍ରବାର ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅଘଟଣଶୂନ୍ୟ ଭାବେ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ Continue Reading
Odisha News
ପୁରୀ, ୨୨/୬ : ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଅଘଟଣ ଶୂନ୍ୟ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଏବର୍ଷ ବି ସ୍ବତନ୍ତ୍ର ଆୟୋଜନ କରାଯାଇଛି ।ସୁରକ୍ଷା ପାଇଁ ଡ୍ରୋନ ଓ AIକ୍ୟାମେରାର ବ୍ୟବସ୍ଥା ହୋଇଛି । ଓ୍ବାଚ ଟାଓ୍ବାର ସହିତ ବାଇନାକୁଲର ଧାରୀ ପୋଲିସ ବଡ଼ ଅଟାଳିକା ଉପରେ ମୁତୟନ ହେବେ।ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର […]Continue Reading
Odisha News
ପୁରୀ,୧୬/୬: ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ମାତ୍ର ୬୭ ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ତାଙ୍କର ପରୋଲୋକ ହୋଇଛି।ସୂଚନା ଅନୁଯାୟୀ, ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିଲା। ତାଙ୍କୁ ଏକ ଘରୋଇ ହସ୍ପଟିଲାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।ଶେଷରେ ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତଃ ରଣାର୍ଣ୍ଣବ Continue Reading
Odisha News
ପୁରୀ, ୧୧/୬ : ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ (୮୩)।ସୂଚନା ଅନୁସାରେ ଟାଉନ୍ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ରୁହନ୍ତି। ଆଜି ସ୍ନାନଯାତ୍ରା ଥିବାରୁ ପରିବାର ଲୋକେ ଅପରାହଣ୍‌ରେ ଘରେ ନଥିବା ବେଳେ ଜଗନ୍ନାଥ ଦୀକ୍ଷିତ ଏକାକୀ ଥିଲେ। ଏହି ସମୟରେ Continue Reading
Odisha News
ପୁରୀ,୯ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ।ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟରେ କାର୍ଯ୍ୟ ଚାଲିଛି। ମହାପ୍ରଭୁ ନିଜେ ସବୁ କରାନ୍ତି, ସବୁକିଛି ସୁରୁଖୁରୁରେ Continue Reading
Odisha News
ପୁରୀ, ୮/୬: ରବିବାର ଶ୍ରୀମନ୍ଦିରରେ ବଡ ଅଘଟଣ ଘଟିଛି। ଶ୍ରୀମନ୍ଦିର ପରିସରରେ ଗରମ ଡାଲି ପଡିବା କାରଣରୁ ୭ ଜଣ ଭକ୍ତ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲା ବେଳେ ଅସାବଧାନତା କାରଣରୁ ଡାଲି ନିକଟରେ ଥିବା ଭକ୍ତଙ୍କ ଉପରେ ପଡି ଯାଇଥିଲା। ଯେଉଁଥିପାଇଁ ୭ ଜଣ ଭକ୍ତ ଆହତ ହୋଇଥିଲେ। ସମସ୍ତ ଆହତ ଭକ୍ତ ନୟାଗଡରୁ ଆସିଥିଲେ। ଗୋଡରେ ଡାଲି ପଡିବା ପରେ […]Continue Reading