Home Posts tagged Puri (Page 21)
Odisha News
ପୁରୀ ୧୬/୫: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମ ବଙ୍ଗ ଅଞ୍ଚଳର ରାକେଶ ହାଜରା।ଖବର ଅନୁଯାୟୀ, ସୋମବାର ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିଲେ। କେଉଁ କାରଣରୁ ଯୁବକ ଜଣକ […]Continue Reading
Odisha News
ପୁରୀ, ୧୪/୫: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଏବଂ ବାସେଳି ସାହି ଥାନା ପୁଲିସ୍ ମିଳିତ ଭାବେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଥିଲେ। ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ […]Continue Reading
Top Stories
BJP national spokesperson Sambit Patra lambasts Odisha govt for construction without ASI nod By Our Correspondent Bhubaneswar, May 12: Amid massive hue and cry over the construction activities around Odisha’s Jagannath temple at Puri under the Srimandir Parikrama project, the local Sub-Divisional Judicial Magistrate (SDJM) court in the pilgrim town has ordered filing of Continue Reading
Odisha News
ପୁରୀ, ୧୧/୫: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଗତକାଲି ହାଇକୋର୍ଟରେ ଏଏସଆଇର ସତ୍ୟପାଠ ପରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବଡ଼ଦାଣ୍ଡର ମରଚିକୋଟ ଛକଠାରୁ ମହାପ୍ରଭୁଙ୍କ ମୂର୍ତ୍ତି ଧରି ଚାଲି ଚାଲି ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଥିଲେ।ଏଏସଆଇର ବିନା ଅନୁମତିରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ସେ ରାଜ୍ୟ Continue Reading
Odisha News
ପୁରୀ ୨୭/୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶ୍ରୀମନ୍ଦିର ଦର୍ଶନ କରି ଫେରିଛନ୍ତି ।ପୂର୍ବାହ୍ନରେ ସାଂସଦ ଷଡ଼ଙ୍ଗୀ ପ୍ରାୟ ୨୦ ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କ ସହ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ କାଠପୋଲ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା ।ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ତାଙ୍କୁ Continue Reading
Odisha News
ପୁରୀ, ୨୪/୪: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ। ପ୍ରଥମେ ଫୋନରେ ଧମକ ଦେଲେ, କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ। ଏପରି ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ।ସୂଚନାନୁସାରେ, ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର‌୍ୟ୍ୟ କରନ୍ତି କାଶିନାଥ ମହାରଣା । ତାଙ୍କ ଘର ଉପରକୁ ହୋଇଛି ବୋମାମାଡ। ଦୁର୍ବୁତ୍ତ ମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ […]Continue Reading
Odisha News
ଗୋପ, ୨୩/୪: ଗୋପ ଥାନା ବାଲିକନ୍ଦଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।। ଏଠାରେ ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା।ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ ଛକରେ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଏରବଙ୍ଗ ଗାଁର କାଳିଆ ପ୍ରଧାନ ଟେଣ୍ଟ ନେଇ Continue Reading
Odisha News
ପୁରୀ ୧୭/୪: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଘଟିଲା ଅଘଟଣ। ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ । ମୃତକ ଛତିଶଗଡ଼ର ଓ୍ୱାଇ ଜି ମୁର୍ତ୍ତି ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଛତିଶଗଡ଼ରୁ ଜଗା ଦର୍ଶନ ପାଇଁ ପରିବାର ସହ ଆସିଥିଲେ ଭକ୍ତ ଓ୍ୱାଇ ଜି ମୂର୍ତ୍ତି । ରବିବାର ଦିନ ଶ୍ରୀମନ୍ଦିର ଜଗା ଦର୍ଶନ ପରେ ବିମଳା ମନ୍ଦିର ନିକଟରେ ଦର୍ଶନ କରୁଥିବା ବେଳେ ହଠାତ୍ ଟଳିପଡିଥିଲେ […]Continue Reading
Odisha News
ପୁରୀ/ସାକ୍ଷୀଗୋପାଳ, ୧୬/୪: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି।୫-ଟି ସଚିବ ଭୁବନେଶ୍ୱରରୁ ଗସ୍ତ କରି ସୁଆଣ୍ଡୋରେ ସକାଳ ୭ଟାରେ ପହଞ୍ଚିଥିଲେ। ସେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ଜନ୍ମପୀଠରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଥିଲେ।୫-ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର Continue Reading
Odisha News
ଭୁବନେଶ୍ବର, ୧୧/୪ : ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ ହେବା ସହ ପୁରୀବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି ।ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ Continue Reading