Home Posts tagged pulwama attack
Odisha News
ଗଜପତି, ୧୫/୨ : ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଗତ ୨୦୧୯ ମସିହାରେ ଆଜିର ଦିନରେ ଆତଙ୍କବାଦୀ ତଥା ବାହ୍ୟଶକ୍ତିର ଆତ୍ମଘାତୀ ବୋମା ଆକ୍ରମଣ ଘଟଣାରେ ଘଟିଥିବା ଲୋମହର୍ଷଣ କାରୀ ଘଟଣାକୁ ୩ ବର୍ଷ ପୁରିଯାଇଛି ।ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଭାବରେ ସେହି ଶହୀଦ ଯବାନ ମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରାଯାଇଛି ।ସ୍ଥାନୀୟ ପ୍ୟାଲେସ ଛକଠାରେ ଗତକାଲି ସନ୍ଧ୍ୟାରେ Continue Reading
Seo wordpress plugin by www.seowizard.org.