Home Posts tagged prime minister narendra modi (Page 8)
Odisha News
ଭୁବନେଶ୍ୱର,୨୯/୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ Continue Reading
Odisha News
ବାଲେଶ୍ବର, ୨୯/୫: ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି। ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ନରହରି ପଡ଼ିଆଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ଖଣ୍ଡିଏ ସାଇକଲ ନଥିଲା, ଏବେ ସେମାନେ ବଡ଼ ଗାଡ଼ିରେ ଯିବା ଆସିବା କରୁଛନ୍ତି।ବିଜେଡି ନେତାମାନେ ଚାଷୀଙ୍କ ନାଁରେ ନକଲି Continue Reading
National News
NEW DELHI,MAY 20: Prime Minister Narendra Modi on Monday expressed shock and sadness at the demise of Iranian President Ebrahim Raisi, and said his contribution in strengthening India-Iran bilateral relationship will always be remembered. Iranian President Raisi, the country’s foreign minister and others have been found dead at the site of a helicopter crash Monday Continue Reading
Odisha News
ବରଗଡ଼, ୧୧/୫: କନ୍ଧମାଳ, ବଲାଙ୍ଗୀର ପରେ ବରଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରଗଡ଼ରେ ଜନସଭା ଆରମ୍ଭରୁ ବିଜେଡି ସରକାରଙ୍କୁ ସିଧା ହମଲା କରିଛନ୍ତି ମୋଦି।ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଓଡ଼ିଆରେ ମୋଦି କହିଛନ୍ତି ଆଉ କେତେ ଦିନ ସହିବ ଓଡ଼ିଶା।ନାଁ ନ ନେଇ ମୋଦି କହିଛନ୍ତି, ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି। Continue Reading