
ଭୁବନେଶ୍ୱର, ତା ୨୫/୭: ପାର୍ଲାମେଂଟ୍ର ସେଂଟ୍ରାଲ୍ ହଲ୍ ପୂରା ଭରପୂର । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ । ଆରମ୍ଭ ହେଲା ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଅଭିଭାଷଣର ଶେଷ ପାଦରେ ସେ ସନ୍ଥ କବି ଭୀମ ଭୋଇଙ୍କର କାଳଜାଇ […]Continue Reading