
ରାଇରଙ୍ଗପୁର, ୬/୧୨ : ଆଜି ପ୍ରଥମ ଥର ନିଜ ଜନ୍ମମାଟି ରାଇରଙ୍ଗପୁରର ଉପରବେଡା ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ । ମୟୂରଭଞ୍ଜକୁ ଚତୁର୍ଥ ଥର ଗସ୍ତ କରିଥିବା ରାଷ୍ଟ୍ରପତି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇଛନ୍ତି ।ସେଠାରେ ନିଜ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ ।ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସମାଜରେ ବଡ Continue Reading