Home Posts tagged PRATAP SARANGI ON BJP MEETING
Odisha News
ଭୁବନେଶ୍ୱର,୧୭/୩: ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ରହିଛି।ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ Continue Reading
Seo wordpress plugin by www.seowizard.org.