Home Posts tagged PRASANT JAGDEV WAS GRANTED REGULAR BAIL
Odisha News
କଟକ,୧୨/୬: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି।ତେବେ ପୋଲିଂ ବୁଥ୍ରେ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ପ୍ରଶାନ୍ତଙ୍କୁ ୩ ଦିନର ଅନ୍ତରୀଣ ଜାମିନ ମିଳିଥିଲା।ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍ରେ ଇଭିଏମ ଭାଙ୍ଗିବା ଅଭିଯୋଗରେ Continue Reading
Seo wordpress plugin by www.seowizard.org.