ନୂଆଦିଲ୍ଲୀ, ୧୯/୧୦ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍ ଟିମ୍ର ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ଦେଇଛି।ପୂର୍ବତନ ସ୍ପିନର ଅଜିତ ଆଗରକରଙ୍କ ସ୍ଥାନରେ ଦାୟିତ୍ବ ନେବେ। ଶ୍ରୀ ଓଝାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତାଙ୍କର କ୍ୟାରିୟରରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ବରିଷ୍ଠ ଖେଳାଳି ଆଧାରରେ Continue Reading




