
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୩ : ବିଜେପି ବ୍ରହ୍ମପୁର ସାଂସଦ ର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ବାଚନ ପାଇଁ ସାଂଗଠାନିକ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି।ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି ପ୍ରଥମ ଥର ପାରଳା ଗସ୍ତରେ ଆସିଛନ୍ତି ।ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହି ପାରଳାଖେମୁଣ୍ଡି ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ପଟୁଆରରେ ଶତାବ୍ଦୀ ସଂଖ୍ୟକ ଦଳୀୟ ନେତା ଓ କର୍ମୀ Continue Reading