![](https://odishanewsonline.com/wp-content/uploads/2025/01/murmu-580x262.png)
ଭୁବନେଶ୍ୱର, ୧୦/୧: ତ୍ରିଦିବସୀୟ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପିତ ହୋଇଯାଇଛି । ମାତ୍ର ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲାଯାଇଥିବା ବିଭିନ୍ନ ଗ୍ୟାଲେରୀ ଏବେ ସାଧାରଣ ଜନତା ପାଇଁ ଖୋଲା ରହିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏଠାରେ ଓଡ଼ିଶାର Continue Reading