Home Posts tagged POSTMASTER
Odisha News
ଭୋପାଲ, ୨୫/୫: ମାଟିରେ ମିଶିଲା ରାତାରାତି କୋଟିପତି ହେବା ସ୍ୱପ୍ନ। କୋଟିପତିରୁ ପାଲଟି ଗଲେ ରୋଡପତି, ହୋଇଗଲେ କାଙ୍ଗାଳ। ଆଇପିଏଲ ବେଟିଂରେ ୧ କୋଟି ଟଙ୍କା ହାରିଗଲେ ପୋଷ୍ଟମାଷ୍ଟର ।ନିରୀହ ଲୋକଙ୍କ ପେଟରେ ଲାତମାରି ଆଇପିଏଲ ବେଟିଂ କରିଥିଲେ ଅଭିଯୁକ୍ତ । ଇଣ୍ଡିଆନ୍ ପ୍ରିମିୟର୍ ଲିଗ କ୍ରିକେଟ୍ ମ୍ୟାଚ୍ରେ ମଧ୍ୟପ୍ରଦେଶର ଜଣେ ପୋଷ୍ଟମାଷ୍ଟର୍ ୧ କୋଟି ଟଙ୍କା ବାଜି ହାରିବା ଘଟଣାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।ମଧ୍ୟପ୍ରଦେଶର ବିନା ଜିଲ୍ଲା। Continue Reading
Seo wordpress plugin by www.seowizard.org.