Home Posts tagged Poem Nuankhai by Padmini Sahu
Odisha News
ପଦ୍ମିନୀ ସାହୁ ମନର ମିଳନ ନୂଆଁ କେଣ୍ଡା ଧାନନୂଆଁଖାଇ ର ଜୁହାର ଭେଟ…ଯେତେ ରାଗ ଋଷା ପାନି ଫାଟି ଯିବାମନ୍ ହେଇଯିବା ସେଟ୍।। ଗୁଟେ ଠାନେ ଭେଟ୍ ବଉଁଶ ଯାକ କାଇଁହସି ଖାଉଥିଲେ ବସି….ସବୁ ମନ୍ ମିଶି ଗୋଟେ ଲେଖେ ଲାଗସିଯେନ୍ତା ବୃନ୍ଦାବନ କାଶୀ।। ନୂଆଁ ଖାଇର ଇଏ ବଡଖା ତିହାର୍ସଭିଙ୍କୁ ମୋର୍ ଜୁହାରମାଆ ସମଲେଇ ସମ୍ଭେଲେଇ ନେବେଜେନ୍ ଠାନେ ଯେ ତାହାର ପଶ୍ଚିମ ଓଡ଼ିଶା ନନି ପରେ ମୁଇଁନାଁ ଟି ପଦ୍ମିନୀ ମୋହରଆସୁନ ସଭେଁ ପାଲମା […]Continue Reading
Seo wordpress plugin by www.seowizard.org.