Home Posts tagged pm modi to hold roadshow in bhubaneswar on june 12
Odisha News
ଭୁବନେଶ୍ୱର,୯/୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା ଜନତା ମୈଦାନ ଯାଏ ରୋଡ୍ ଶୋ’ କରିବେ। ରବିବାର ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦୁଇ ଦିନ ଘୁଞ୍ଚାଯାଇଛି ।ସୋମବାର ବଦଳରେ ବୁଧବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧାର୍ଯ୍ୟକରାଯାଇଛି। Continue Reading
Seo wordpress plugin by www.seowizard.org.