Home Posts tagged PM AWAS YOJANA
Odisha News
ଭୁବନେଶ୍ୱର,୧୯/ ୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଦାନ ବୃଦ୍ଧି ହେବ। ଏନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ, ପିଏମ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ହେବ। ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଏଥିପାଇଁ ଖୁବ ଶୀଘ୍ର ଗାଇଡଲାଇନ ଆସିବ।ମନ୍ତ୍ରୀ ଆହୁରି କହିଛନ୍ତି, ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି […]Continue Reading
Seo wordpress plugin by www.seowizard.org.