Home Posts tagged plastic
Odisha News
ଗୁଜୁରାଟ,୩/୭: ପ୍ଲାଷ୍ଟିକ୍ ଦେଲେ ମିଳିବ ମାଗଣା ସୁସ୍ୱାଦ ଖାଦ୍ୟ । ଏଭଳି ଏକ ଅଭିନବ ପ୍ରୟାସ କରିଛନ୍ତି ଗୁଜୁରାଟ୍ ସରକାର । ଆଉ ଏହାର ଉଦଘାଟନ ରାଜ୍ୟପାଳ ଆଚାର‌୍ୟ୍ୟ ଦେବବ୍ରତ କରିଛନ୍ତି । ଗୁଜୁରାଟ୍ରେ ଏମିତି ଏକ କ୍ୟାଫେର ନିର୍ମାଣ କରାଯାଇଛି, ଯେଉଁଠାରେ ପ୍ଲାଷ୍ଟିକ ଦେଲେ ପ୍ରତିବଦଳରେ ମିଳୁଛି ମାଗଣା ଖାଇବା । ରାଜ୍ୟର ଜୁନାଗଢରେ ଉଦଘାଟନ ହୋଇଥିବା ଏଇ କ୍ୟାଫେର ନାଁ ପ୍ରାକୃତିକ ପ୍ଲାଷ୍ଟିକ କ୍ୟାଫେ ରହିଛି ।କ୍ୟାଫେର ପରିଚାଳନା ଦାୟିତ୍ୱ ସର୍ବୋଦୟ Continue Reading
Seo wordpress plugin by www.seowizard.org.