Home Posts tagged plane crash
Odisha News
ରାଉରକେଲା, ୨୦/୧ : ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବିମାନ ଚାଳକ ନବୀନ କଡଙ୍ଗା ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ନବୀନ କାଡ଼ଙ୍ଗା ଦୀର୍ଘ ଦଶ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ।ହସ୍ପିଟାଲରେ ସାହସୀ ପାଇଲଟ୍ ନବୀନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । କେକ୍ କାଟି ଓ ଫୁଲ ତୋଡ଼ା ଦେଇ ବିଦାୟ ଦେଇଛନ୍ତି । ପାଇଲଟଙ୍କ ମୁଣ୍ଡ, ପିଠି ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା […]Continue Reading