
ଫଲବାଣୀ,୬/୭: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପାସ୍ କଲେ ମାଟ୍ରିକ। ବି-୧ ଗ୍ରେଡ୍ ପାଇଥିବା ସୂଚନା ମିଳିଛି। ୫୮ ବର୍ଷ ବୟସ୍କ ବିଧାୟକ ୭୨ ପ୍ରତିଶତ ମାର୍କ ପାଇଥିବା ସୂଚନା ମିଳିଛି। ଓଡ଼ିଶା ଓପନ ସ୍କୁଲ ଜରିଆରେ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ମୋଟ ୫୦୦ ନମ୍ବରରୁ ବିଧାୟକ ଅଙ୍ଗଦ କହଁର ୩୬୪ ମାର୍କ ରଖିଛନ୍ତି।ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଥିଲେ। ବିଧାୟକ ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି […]Continue Reading