
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଫୁଲବାଣୀ, ୬/୧୦ : ଚାଲି ଗଲା ଯୁବକଙ୍କ ଜୀବନ।ଉଜୁଡ଼ି ଗଲା ତାଙ୍କ ସୁନା ସଂସାର।ଏକା ହୋଇ ରହିଗଲେ ମୃତ ଜ୍ୟେଷ୍ଠ ଙ୍କ ପତ୍ନୀ ଦୁଇ ଛୋଟ ଶିଶୁ ପୁତ୍ର ଙ୍କ ସହ।ଏଭଳି ଏକ ଘଟଣା ଘଟିଯାଇଛି ଗୋଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦା ଘାଟି ଠାରେ।ପୁଲିସ୍ ଶୃଙ୍ଖଳିତ ରହିବା ସହ ଲୋକଙ୍କୁ ଉଚିତ୍ ବ୍ୟବହାର ଏବଂ ନ୍ୟାୟ ଦେବାକୁ ନବଗଠିତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୬ ତାରିଖରେ […]Continue Reading