
ପଟ୍ଟାମୁଣ୍ଡାଇ,୧୩/୩: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ ବଡ଼ଭାଇକୁ ଏକାଧିକ ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲା ବଡ଼ଭାଇ ଅନୁପମ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅନୁପମକୁ Continue Reading