
ପାରଳାଖେମୁଣ୍ଡି,୧/୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ହତ୍ୟାକାଣ୍ଡ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।ମିଳିଥିବା ସୂଚନା ମୁତାବକ, ୨୦୦୯ରେ ପାରଳାଖେମୁଣ୍ଡି ୧ନମ୍ବର ୱାର୍ଡରେ ହୋଲି ପାଇଁ ସମସ୍ତେ ଖୁସି ମନାଉଥିଳେ। ସେତିକିବେଳେ କେତେଜଣ ଯୁବକ ଘରେ ପଶି ଜଣଙ୍କୁ ସଂଘବଦ୍ଧ Continue Reading