
ପାରାଦ୍ବୀପ, ୧୪/୫ : ପାରାଦ୍ବୀପ ବନ୍ଦରରେ ୨୧ ପାକିସ୍ତାନୀ ନାଗରିକ । ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦ୍ବୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ସୂଚନା ରହିଛି ।ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ । ପାରାଦ୍ବୀପ ଏସ୍.ପି.ଏମ୍ ବର୍ଥ ରେ ଲାଗିବ ଏମ୍.ଭି. ତୈଳବାହୀ ଜାହାଜ \’ଏକତଟି ସିରେନ୍ -୨-\’ । ତେବେ […]Continue Reading