Home Posts tagged panchyatraj divas
Odisha News
ଓଡ଼ିଶା,୨୪/୪ : ଆମ ଦେଶ ଭାରତ ଗଣତନ୍ତ୍ର ଶାସନରେ ପରିଚାଳିତ ହୋଇଥାଏ । ଲୋକମାନେ ନିଜ ପାଇଁ ସରକାରଙ୍କୁ ବାଛିଥାନ୍ତି ।ଯେମିତି ଦେଶ ବା ରାଜ୍ୟ ଶାସନ କରିବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କାମ ସେମିତି ହିଁ ଦେଶକୁ ପ୍ରତ୍ୟେକ ସ୍ତରରେ ଚଳାଇବା ପାଇଁ ଏକ ବ୍ୟବସ୍ଥା ଆବଶ୍ୟକ।ଏଥିପାଇଁ ସ୍ଥାନ ଅନୁସାରେ ପ୍ରଶାସନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା […]Continue Reading