
ଭୁବନେଶ୍ୱର ୧୨/୩: ରାଜ୍ୟର ସବୁ ପଞ୍ଚାୟତ ସମିତି ନୂଆ ଅଧ୍ୟକ୍ଷ ପାଇବେ। ଶନିବାର ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ। ପଞ୍ଚାୟତ ସମିତି ଦଖଲ ଏବେ ସ୍ଥାନୀୟ ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି। ଏଥିପାଇଁ ସବୁ ଜିଲ୍ଲାରେ ଛକାପଞ୍ଝା ଜାରି ରହିଛି।ତେବେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଅଜ୍ଞାତବାସରେ ଥିବା ସମିତି ସଦସ୍ୟମାନେ ଏବେ Continue Reading