
ନୂଆଦିଲ୍ଲୀ,୨୮/୩ : ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ କରିବା ପାଇଁ ଧାର୍ୟ୍ୟ ଅବଧିକୁ ଆଜି ପୁଣିଥରେ ବୃଦ୍ଧି କରାଯାଇଛି।ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଅବଧି ବୃଦ୍ଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଯେଉଁମାନେ ଏଯାଏ ଆଧାର ସହ ପାନର ଲିଙ୍କ କରି ନାହାନ୍ତି, ସେମାନଙ୍କୁ ଜୁନ୍ ୩୦ ସୁଦ୍ଧା ଏହା କରିବାକୁ କୁହାଯାଇଛି।ଯଦି କେହି ପାନ୍ କାର୍ଡକୁ ଆଧାର ସହ ଲିଙ୍କ ନ କରିବେ, ତା’ହେଲେ ସେମାନଙ୍କ ପାନ୍ କାର୍ଡ ଡିଆକ୍ଟିଭେଟ […]Continue Reading