Home Posts tagged Pakistan former prime minister imran khan
Odisha News
ଇସ୍ଲାମାବାଦ୍,୬/୬: ପାକିସ୍ଥାନର ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ପାଇଁ ଏବେ ଚିନ୍ତା ବଢ଼ିଯାଇଛି । କାରଣ ତାଙ୍କୁ ମିଳିଥିବା ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି।ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ Continue Reading
Seo wordpress plugin by www.seowizard.org.